ମଳଭୁକ୍ Maḻabhuk

  • ସଂ. ବିଣ (ମଳ+ଭୁଜ୍ ଧାତୁ+କର୍ତ୍ତୃ. କ୍ୱିପ୍;+ଅ) — ମଳଖାଦକ; ବିଷ୍ଠାଖାଦକ; ଗୁହଖିଆ — Subsisting on dung
  • ସଂ. ବି — କାକ — The crow