ମଳମଳି Maḻamaḻi

  • ଦେ. ବି — ଜଳ ସ୍ରୋତର ଆବର୍ତ୍ତ ବା ଭଉଁରୀ; ଜଳାବର୍ତ୍ତ; ଜଳଭ୍ରମି — Eddy; whirpool of a strong current of water; maelstrom
  • ଦେ. ବି — [ଦ୍ର—ଛୋଟ ଆବର୍ତ୍ତକୁ ଭଉଁରୀ ଓ ବଡ଼ ଏବଂ ବିପଜ୍ଜନକ ଆବର୍ତ୍ତକୁ ମଳମଳି ବୋଲାଯାଏ।]