ମଳଧାତ୍ରୀ Maḻadhātrī

  • ସଂ. ବି. ସ୍ତ୍ରୀ (ମ. ପ. ଲୋ) — ଶିଶୁର ମଳମୂତ୍ରାଦି ସଫା କରିବା ପାଇଁ ନିଯୁକ୍ତା ଧାୟୀ (ହି. ଶ) — A nurse who in engaged to cleanse the nightsoil and urine of an infant