ମଳକୁଟି Maḻakuṭi

  • ଦେ. ବି (ସଂ. ମଳ+କୀଟ୍ଟ) — ମଳିଯୁକ୍ତ ଦେହକୁ ବା ହଳଦିଲଗା ଦେହକୁ ହାତରେ ଘଷି ଦେଲେ ଯେଉଁ ମଳି ବଳିବଳି ହୋଇ ଦେହରୁ ଖସି ପଡ଼େ — Particles or tiny rolls of dirt coming out of a dirty or turmeric-anointed body when rubbed with the palm or fingers