ମଳ ଭାଣ୍ଡ Maḻa bhāṇda

  • ସଂ. ବି — ( 6 ଷ୍ଠୀ ତତ୍)—ଶରୀର ମଧ୍ୟରେ ଥିବା ମଳାଧାର — (6ଷ୍ଠୀ ତତ୍)—ଶରୀର ମଧ୍ୟରେ ଥିବା ମଳାଧାର— . Intestines; bowels
  • ସଂ. ବି — (ମ. ପ. ଲୋ) ମଳପୂର୍ଣ୍ଣ ଭାଣ୍ଡ — A pot full of faeces