ମଳଛିଆ Maḻachhiā
- ଦେ. ବିଣ. ପୁଂ (ସଂ. ମ୍ଳେଛ) — ଅତିଶୟ ମଳଯୁକ୍ତ; ମଇଳା — Dirty; filthy
- ଦେ. ବିଣ. ପୁଂ (ସଂ. ମ୍ଳେଛ) — ଯେଉଁ ବ୍ଯକ୍ତିର ଦେହ ଓ ବସ୍ତ୍ରାଦି ମଳଯୁକ୍ତ — (a person) With dirty body and clothes
- ଦେ. ବିଣ. ପୁଂ (ସଂ. ମ୍ଳେଛ) — ଅତି କୃପଣ — Very niggardly
- ଦେ. ବିଣ. ପୁଂ (ସଂ. ମ୍ଳେଛ) — ଅପରିଷ୍କୃତ (ବସ୍ତ୍ର) — Solied or unclean (cloth)