ମଳ ଦ୍ୱାର Maḻa dwāra

  • ସଂ. ବି ( 6 ଷ୍ଠୀ ତତ୍) — ଗୁହ୍ୟଦ୍ୱାର — The anus
  • ସଂ. ବି ( 6 ଷ୍ଠୀ ତତ୍) — ଶରୀରର ଯେଉଁ ଇନ୍ଦ୍ରିୟ—ଦ୍ୱାର ବାଟେ ଦେହର ମଳ ବାହାରେ — The organs through which excretions from the body come out
  • ସଂ. ବି ( 6 ଷ୍ଠୀ ତତ୍) — [ଯଥା—ଚକ୍ଷୁ, କର୍ଣ୍ଣ, ମୁଖ, ନାସିକା, ଗୁହ୍ୟ, ଲିଙ୍ଗ।]