ମଲ୍ହାର Malhāra

  • ସଂ. ବି — ସଙ୍ଗୀତର ରାଗ ବିଶେଷ — Name of an air in music
  • ପ୍ରାଦେ (ଢେଙ୍କାନାଳ) ବି — ଅନାର୍ଯ୍ଯଜାତି ବିଶେଷ; ବନ୍ୟ ଯାଯାବର ଜାତି ବିଶେଷ — A non Aryan tribe found in the Dheṅkānāḻa State