ମଲ୍ଲିକାଖ୍ୟ Mallikākhya

  • ସଂ. ବି (ମଲ୍ଲିକ+ଆଖ୍ୟା=ନାମ; ବହୁବ୍ରୀହି) — ରକ୍ତାଭ ଚଞ୍ଚୁ ଓ ଚରଣବିଶିଷ୍ଟ ଧୂସର ବର୍ଣ୍ଣ ହଂସ — A grey swan