ମଲ୍ଲିକାକ୍ଷ Mallikāksha

  • ସଂ. ବି (ମଲ୍ଲିକା+ଅକ୍ଷି, ବହୁବ୍ରୀହି) — ଧୂସର ଚରଣ ଓ ଚଞ୍ଚୁବିଶିଷ୍ଟ ହଂସ ବିଶେଷ — A swan with brown legs and beak
  • ସଂ. ବି (ମଲ୍ଲିକା+ଅକ୍ଷି, ବହୁବ୍ରୀହି) — ଧୂସର ବର୍ଣ୍ଣ ହଂସ — Gray swan
  • ସଂ. ବି (ମଲ୍ଲିକା+ଅକ୍ଷି, ବହୁବ୍ରୀହି) — ଶ୍ୱେତ ରେଖା— ବିଶିଷ୍ଟ ନୟନଦ୍ୱୟଯୁକ୍ତ ଅଶ୍ୱ — A horse having white streaks on its eyes
  • ସଂ. ବିଣ. ପୁଂ — ଯାହାର ଆଖି ଧଳା — White eyed