ମଲ୍ଲିକା ପୁଷ୍ପ Mallikā pushpa

  • ଦେ. ବିଣ (ବହୁବ୍ରୀହି) — ଗିରିମଲ୍ଲିକା; କୂଟଜ; ପିତା— କୋରୁଆ ଗୁଳ୍ମ ଓ ଫୁଲ (ଦ୍ରବ୍ଯଗୁଣ) — Wrightea Antidysenterica (plant and flower)