ମଲ୍ଲ ଯୁଦ୍ଧ Malla j̄uddha

  • ସଂ. ବି. ( 6 ଷ୍ଠୀ ତତ୍) — ଦୁଇ ଜଣ ମଧ୍ୟରେ ଲଢ଼ା- ଲଢ଼ି; ବାହୁ ଯୁଦ୍ଧ — A wrestling match; a boxing contest
  • ସଂ. ବି. ( 6 ଷ୍ଠୀ ତତ୍) — (ଉ—ଏ ବାହାରେ ତ ମଲ୍ଲ ଯୁଦ୍ଧ ମୁଁ ଜାଣଇଁ, କରିକର ପରି ଦେଖ ମୋ ବାହୁ ଦୁଇ । କୃଷ୍ଣସିଂହ. ମହାଭାରତ. ବିରାଟ ।)