ମଲ୍ଲ ନାଗ Malla nāga

  • ସଂ. ବି (ମଲ୍ଲ=ବଳିଷ୍ଠ+ନାଗ=ହାତୀ) — ଐରାବତ; ଇନ୍ଦ୍ରଙ୍କ ହସ୍ତୀ — The elephant of Indra
  • ସଂ. ବି (ମଲ୍ଲ=ବଳିଷ୍ଠ+ନାଗ=ହାତୀ) — କାମସୂତ୍ର ରଚୟିତା ବାତ୍ସ୍ୟୟନ ମୁନି — A name of sage Bātsyāyana
  • ସଂ. ବି (ମଲ୍ଲ=ବଳିଷ୍ଠ+ନାଗ=ହାତୀ) — ରଣ ହସ୍ତୀ — An elephant used in war
  • ସଂ. ବି (ମଲ୍ଲ=ବଳିଷ୍ଠ+ନାଗ=ହାତୀ) — ପତ୍ରବାହକ — Letter-carrier