ମଲା ସାପ ବେକରେ ପକାଇବା Malā sāpa bekare pakā ibā

  • ଦେ. କ୍ରି (ଲକ୍ଷଣାର୍ଥ) — କୌଣସି ବ୍ଯକ୍ତିକୁ ଅପମାନ ଦେବା — (figuraqtive) To insult a person