ମଲା ମାଇଲା କାଳ Malā māliā kāḻa

  • ଦେ. ବି — ଅତି ସଙ୍କଟମୟ ସମୟ; ଯେଉଁ ସମୟରେ ଲୋକେ ବ୍ୟାଧି ଓ ଉପବାସରୁ ମରୁଥାଆନ୍ତି — A time of great distress; a time of high mortality (due to famine, pestilence contagionse disease war)