ମଲା ମରଡ଼ିଆ Malā maraṟḍ̠iā

  • ଦେ. ବିଣ — ମୁରୁକୁଟିଆ (ଦେଖ) — Murukuṭiā (See)
  • ଦେ. ବିଣ — ଦୁର୍ଭିକ୍ଷ ପ୍ରପୀଡ଼ିତ — Famine-stricken
  • ଦେ. ବିଣ — ଖାଇବା ପାଇଁ ନ ପାଇ ଶୀର୍ଣ୍ଣ; ଅନାହାରକ୍ଳିଷ୍ଟ — Hunger—stricken; famished