ମଲଟି ବାଡ଼ Malaṭi baṟḍ̠
- ଦେ. ବି (ଇଂ. ମାଲ୍ଲେଟ୍=କାଠର ବଡ଼ ହାତୁଡା) — ନଈବନ୍ଧର ମାଟିକୁ ନଦୀଜଳର ଆକ୍ରମଣରୁ ରକ୍ଷା କରିବା ନିମନ୍ତେ ହାତୁଡ଼ାଦ୍ୱାରା ଦୃଢ଼ରୂପେ ବାଡ଼ିଆ ଯାଇ ପୋତା ଯିବା କାଠ ବା ବାଉଁଶ ଖୁଣ୍ଟିର ବାଡ଼ — A fence of bamboo or wooden posts driven deep at the foot of an embankment to save it from erosion