ମଲଙ୍ଗୀ Malaṇgī
- ଦେ. ବି — ଏକ ପ୍ରକାର ଦେଶୀ ଡଙ୍ଗା — A kind of country boat
- ଦେ. ବି — [ଦ୍ର—ଏହା ଲମ୍ବରେ ପଟୁଆ ଅପେକ୍ଷା ସାନ ଓ ଉଚ୍ଚତାରେ ପଟୁଆ ଅପେକ୍ଷା ବେଶି। ଏଥିର ପଛ ମଙ୍ଗ ଆଗ ମଙ୍ଗଠାରୁ ଅଧିକ ଉଚ୍ଚ। ଏହି ପ୍ରକାର ଡଙ୍ଗା କୁଜଙ୍ଗ ଓ କଟକଜିଲ୍ଲାର ତଳହଟିରେ ବ୍ଯବହୃତ ହୁଏ।]
- ଦେ. ବି — ସମୁଦ୍ର ପାଣିରୁ ଲୁଣ ମାରିବା ମୂଲିଆ — Labourers employed in manufacturing salt from sea-water
- ସଂ. ବି — ମହୁରାଡି ମାଛ (ଦ୍ରବ୍ଯଗୁଣ) (ଦେଖ) — Mahurāṟḍ̠i māchha (See)