ମଲ କଢ଼ି Mala kaṟḍ̠ẖi
- ଦେ. ବି. (ସଂ. ମଲ୍ଲୀ ଓ କଳୀ) — କାନର ଉପର ପାଖରେ ପିନ୍ଧାଯିବା ଦୁଇଟି ମଲ୍ଲି କଢ଼ି ଆକୃତିର ଗୋଲକ ସଂଯୁକ୍ତ କାଠି — A kind of gold ornament worn on the upper part of the ear (resembling dumb bells)
- ଦେ. ବି. (ସଂ. ମଲ୍ଲୀ ଓ କଳୀ) — [ଦ୍ର—ଏହାର ଦୁଇଟି କଢିକୁ ହୁଗାଳି ଦେଇ ଏକ ପଟର କାଠିକୁ ଅନ୍ଯ ପଟର ଛିଦ୍ରରେ ଗଳାଇ ଦୁଇଆଡ଼ ଦୁଇଟି କଢ଼ିକୁ ସଂଲଗ୍ନ କରାଯାଇ ପିନ୍ଧାଯାଏ।]