ମର Mara
- ସଂ. ବି (ମୃତ. ଧାତୁ=ମରିବା+ଭାବ. ଅ) — ମରଣ; ମୃତ୍ୟୁ — Death
- ସଂ. ବି (ମୃତ. ଧାତୁ=ମରିବା+ଭାବ. ଅ) — (+ଅଧିକରଣ. ଅ) ପୃଥିବୀ; ଜଗତ୍ — The earth; the world
- ସଂ. ବିଣ (+କର୍ତ୍ତୃ. ଅ) — ମର୍ଣଶୀଳ; ମରଣାଧୀନ — Subject to death; mortal
- ସଂ. ବିଣ (+କର୍ତ୍ତୃ. ଅ) — ବିନାଶ— ଶୀଳ — Subject to decay
- ପ୍ରାଦେ (ବାଲେଶ୍ୱର) ସର୍ବନାମ — ମୋର — Mine