ମର୍ଯ୍ୟାଦାବାନ୍ Marj̄yādābān

  • ସଂ. ବିଣ. ପୁଂ — ସମ୍ଭ୍ରାନ୍ତ — Respectable
  • ସଂ. ବିଣ. ପୁଂ — ସମ୍ମାନିତ — Honoured
  • ସଂ. ବିଣ. ପୁଂ — ଯେ ସଦାଚାର ଅନୁସାରେ କାର୍ଯ୍ୟ କରେ — Respectful; acting according to approved custom