ମର୍ମ୍ମ Marmmā

  • ସଂ. ବି. (ମୃ ଧାତୁ=ମରିବା+ଆପାଦନ. ମନ୍; 1 ମା. 1 ବ; ପ୍ରା. ମମ୍ମ) — ପ୍ରାଣ ସ୍ଥାନ; ଶରୀରର ଅତି ସୁକୁମାର ସନ୍ଧି ସ୍ଥାନ; ଜୀବ ସ୍ଥାନ; ଶରୀରର ଯେଉଁ ଠାରେ ଆଘାତ ଲଗିଲେ ପ୍ରାଣ ଛାଡ଼ିଯାଏ — A vulnerable part of the body; must vital parts of the body
  • ସଂ. ବି. (ମୃ ଧାତୁ=ମରିବା+ଆପାଦନ. ମନ୍; 1 ମା. 1 ବ; ପ୍ରା. ମମ୍ମ) — ଶିରା, ସ୍ନାୟୁ, ସନ୍ଧି, ଅସ୍ଥି ଓ ମାଂସାଦିର ଏକତ୍ର ମିଳନ ସ୍ଥାନ — The points in the body where veins, muscles joints, bones and flesh meet
  • ସଂ. ବି. (ମୃ ଧାତୁ=ମରିବା+ଆପାଦନ. ମନ୍; 1 ମା. 1 ବ; ପ୍ରା. ମମ୍ମ) — [ଦ୍ର—ଏହି ମର୍ମ୍ମସ୍ଥାନମାନଙ୍କରେ ଜୀବର ପ୍ରାଣ ଶିଷ୍ଟ ଭାବରେ ଅବସ୍ଥିତି କରେ। ଏଠାରେ ଆଘାତ ଲାଗିଲେ ମର୍ମାନ୍ତକ କଷ୍ଟ ହୁଏ। ଦେହ ମଧ୍ୟରେ 107 ଟି ମର୍ମ୍ମ ଅଛି ଯଥା—ମାଂସରେ 11 , ଅସ୍ଥିରେ 8 ଟି, ସନ୍ଧିର 20 , ସ୍ନାୟୁରେ 27 ଓ ଶିରାରେ 41 । ଏଥି ମଧ୍ୟରୁ ପାଦଦ୍ୱୟରେ 22 , ହସ୍ତ ଦ୍ୱୟରେ 22 , ବକ୍ଷରେ ଓ ଉଦରରେ 12 , ପୃଷ୍ଠରେ 14 ଏବଂ ଗ୍ରୀବାରେ ଓ ତହିଁର ଊର୍ଦ୍ଧ୍ୱରେ 37 ଟି। ମର୍ମ୍ମ 5 ପ୍ରକାର ଯଥା— 1 .ସଦ୍ୟ ପ୍ରାଣହର—ଏଥିରେ ଆଘାତ ଲାଗିଲେ ତତ୍— କ୍ଷଣାତ୍ ମୃତ୍ୟୁ ଘଟେ, ଏଥିର ସଂଖ୍ୟା 19 । 2 . କାଳାନ୍ତର ପ୍ରାଣହର—ଏଥିରେ ଆଘାତ ହେଲେ କିଛି ଦିନ ପରେ ମୃତ୍ୟୁ ଘଟେ, ଏଥିର ସଂଖ୍ୟା 33 । 3 . ବୈକଲ୍ୟକର— ଏଥିରେ ଆଘାତ ଲାଗିଲେ ଅଙ୍ଗ ବିକଳ ହୁଏ, ଏଥିର ସଂଖ୍ୟା 44 । 4 . ପୀଡ଼ାକର—ଏଥିରେ ଆଘାତ ଲାଗିଲେ ଗୁରୁତର ପୀଡ଼ା ଜନ୍ମେ, ଏଥିର ସଂଖ୍ୟା 8 । 5 . ବିଶଲ୍ୟଘ୍ନ—ଏଥିରେ ଶଲ୍ୟାଦି ବିଦ୍ଧ ହେଲେ ତାହା ଉତ୍ପାଟନ ମାତ୍ରକେ ମୃତ୍ୟୁ ଘଟେ, ଏଥିର ସଂଖ୍ୟା 3 —ହି. ଶ।] — [ଦ୍ର—ଏହି ମର୍ମ୍ମସ୍ଥାନମାନଙ୍କରେ ଜୀବର ପ୍ରାଣ ଶିଷ୍ଟ ଭାବରେ ଅବସ୍ଥିତି କରେ ଏଠାରେ ଆଘାତ ଲାଗିଲେ ମର୍ମାନ୍ତକ କଷ୍ଟ ହୁଏ ଦେହ ମଧ୍ୟରେ107ଟି ମର୍ମ୍ମ ଅଛି ଯଥା—ମାଂସରେ11, ଅସ୍ଥିରେ8ଟି, ସନ୍ଧିର20, ସ୍ନାୟୁରେ27ଓ ଶିରାରେ41 ଏଥି ମଧ୍ୟରୁ ପାଦଦ୍ୱୟରେ22, ହସ୍ତ ଦ୍ୱୟରେ22, ବକ୍ଷରେ ଓ ଉଦରରେ12, ପୃଷ୍ଠରେ14ଏବଂ ଗ୍ରୀବାରେ ଓ ତହିଁର ଊର୍ଦ୍ଧ୍ୱରେ37ଟି ମର୍ମ୍ମ5ପ୍ରକାର ଯଥା—1.ସଦ୍ୟ ପ୍ରାଣହର—ଏଥିରେ ଆଘାତ ଲାଗିଲେ ତତ୍— କ୍ଷଣାତ୍ ମୃତ୍ୟୁ ଘଟେ, ଏଥିର ସଂଖ୍ୟା192. କାଳାନ୍ତର ପ୍ରାଣହର—ଏଥିରେ ଆଘାତ ହେଲେ କିଛି ଦିନ ପରେ ମୃତ୍ୟୁ ଘଟେ, ଏଥିର ସଂଖ୍ୟା333. ବୈକଲ୍ୟକର— ଏଥିରେ ଆଘାତ ଲାଗିଲେ ଅଙ୍ଗ ବିକଳ ହୁଏ, ଏଥିର ସଂଖ୍ୟା444. ପୀଡ଼ାକର—ଏଥିରେ ଆଘାତ ଲାଗିଲେ ଗୁରୁତର ପୀଡ଼ା ଜନ୍ମେ, ଏଥିର ସଂଖ୍ୟା85. ବିଶଲ୍ୟଘ୍ନ—ଏଥିରେ ଶଲ୍ୟାଦି ବିଦ୍ଧ ହେଲେ ତାହା ଉତ୍ପାଟନ ମାତ୍ରକେ ମୃତ୍ୟୁ ଘଟେ, ଏଥିର ସଂଖ୍ୟା3—ହି. ଶ]
  • ସଂ. ବି. (ମୃ ଧାତୁ=ମରିବା+ଆପାଦନ. ମନ୍; 1 ମା. 1 ବ; ପ୍ରା. ମମ୍ମ) — ଅନ୍ତର; ଆନ୍ତରିକ ଭାବ; ହୃଦୟ — The heart; corner of recess of the heart
  • ସଂ. ବି. (ମୃ ଧାତୁ=ମରିବା+ଆପାଦନ. ମନ୍; 1 ମା. 1 ବ; ପ୍ରା. ମମ୍ମ) — ଗୁପ୍ତ କଥା; ରହସ୍ୟ; ଗୂଢ଼ କଥା — Secret; key to a matter
  • ସଂ. ବି. (ମୃ ଧାତୁ=ମରିବା+ଆପାଦନ. ମନ୍; 1 ମା. 1 ବ; ପ୍ରା. ମମ୍ମ) — ସାରାଂଶ; ତତ୍ତ୍ୱ — Essence; truth of a matter
  • ସଂ. ବି. (ମୃ ଧାତୁ=ମରିବା+ଆପାଦନ. ମନ୍; 1 ମା. 1 ବ; ପ୍ରା. ମମ୍ମ) — ଅଭିପ୍ରାୟ; ତାତ୍ପର୍ଯ୍ଯ — Gist; drift
  • ଦେ. ବି ଓ ବିଣ — ମରମ (ଦେଖ) — Marama (See)
  • ଦେ. ବି ଓ ବିଣ — [ଉ—ସବୁରି ସଙ୍ଗେ ମର୍ମେ ମିଶି, ଖୋଜଇ ସବୁ ଘରେ ପଶି—ଭୂପତି. ପ୍ରେମପଞ୍ଚାମୃତ।—ମର୍ମ ସେ ଜିହ୍ୱା ନବ ହୋଇ—ଯଶୋବନ୍ତ. ପ୍ରେମଭକ୍ତି ବ୍ରହ୍ମଗୀତା।]
  • ଦେ. ବି ଓ ବିଣ — ପାରିବାରିକ ବା ବ୍ଯକ୍ତିଗତ କଳଙ୍କ — Scandal; family-secret