ମର୍ମିକ Marmika

  • ସଂ. ବିଣ. ପୁଂ—(ମର୍ମ+ଜ୍ଞାନାର୍ଥେ ଇକ;) — ମର୍ମଜ୍ଞ (ଦେଖ) — Marmajn̄a (See)
  • ସଂ. ବିଣ. ପୁଂ—(ମର୍ମ+ଜ୍ଞାନାର୍ଥେ ଇକ;) — ଗୂଢ଼ଜ୍ଞାନବାଦୀ — Mystic