ମର୍ମାହତ Marmāhata

  • ସଂ. ବିଣ. ପୁଂ—( 7 ମୀ ତତ୍) — ମର୍ମରେ ଆଘାତପ୍ରାପ୍ତ — Mortally wounded; wounded at a vulnerable part
  • ସଂ. ବିଣ. ପୁଂ—( 7 ମୀ ତତ୍) — ଅନ୍ତରରେ ବେଦନାପ୍ରାପ୍ତ — Cut to the quick