ମର୍ମରୀକ Marmarīka

  • ସଂ. ବି. (ମର୍ମର+ଈକ) — ଗରିବ ଲୋକ — A poor man; a pauper (Apte)
  • ସଂ. ବି. (ମର୍ମର+ଈକ) — ଖଳ ବ୍ଯକ୍ତି — A wicked man (Apte)