ମର୍ମରିବା Marmaribā

  • ଦେ. (ପଦ୍ଯ) କ୍ରି—(ସଂ. ମର୍ମର) — ମର୍ମର ଧ୍ୱନି କରିବା — To rustle
  • ଦେ. (ପଦ୍ଯ) କ୍ରି—(ସଂ. ମର୍ମର) — [ଉ— ସୌରଭ ହରି ତରୁ ପତ୍ରେ ମର୍ମରି। ରାଧାନାଥ. ମେଘଦୂତ।]