ମର୍ମଭେଦୀ Marmabhedī
- ସଂ. ବିଣ. ପୁଂ. (ମର୍ମ+ଭିଦ୍ ଧାତୁ+କର୍ତ୍ତୃ. ଇନ୍; 1 ମା 1 ବ) ମର୍ମରେ ବ୍ଯଥାଦାୟକ — Cutting one to the quick; heart-rending; breaking one's heart
- ସଂ. ବିଣ. ପୁଂ. (ମର୍ମ+ଭିଦ୍ ଧାତୁ+କର୍ତ୍ତୃ. ଇନ୍; 1 ମା 1 ବ) ଜୀବସ୍ଥାନକୁ ଭେଦକାରୀ — Piercing a vital part of the body