ମର୍ଦ୍ଦିତ Marddita

  • ସଂ. ବି. (ମୃଦ୍ ଧାତୁ ଣିଚ ମର୍ଦ୍ଦି ଧାତୁ+କର୍ମ. ତ) — ପିଷ୍ଟ — Pounded; bruisd
  • ସଂ. ବି. (ମୃଦ୍ ଧାତୁ ଣିଚ ମର୍ଦ୍ଦି ଧାତୁ+କର୍ମ. ତ) — ଦଳିତ — Crushed; trampled
  • ସଂ. ବି. (ମୃଦ୍ ଧାତୁ ଣିଚ ମର୍ଦ୍ଦି ଧାତୁ+କର୍ମ. ତ) — ଚୂର୍ଣ୍ଣିତ — Powdered