ମର୍ଦ୍ଦଳ Marddaḻa
- ସଂ. ବି. (ମର୍ଦ୍ଦ=ଲା ଧାତୁ=ଗ୍ରହଣ କରିବା=କର୍ତ୍ତୃ. ଅ) — ମାଦଳ; ଆନଦ୍ଧ ବାଦ୍ୟଯନ୍ତ୍ର ବିଶେଷ; ମୃଦଙ୍ଗ; ପଖୋଜ — A drum covered over with skin and struck at both ends
- ସଂ. ବି. (ମର୍ଦ୍ଦ=ଲା ଧାତୁ=ଗ୍ରହଣ କରିବା=କର୍ତ୍ତୃ. ଅ) — [ଦ୍ର—ଦୁଇ ହାତ ଦ୍ୱାରା ଏହାର ଦୁଇ ପାଖରେ ଆଘାତ କରାଯାଏ।]