ମର୍ତ୍ତବ୍ୟ Marttabya

  • ସଂ. ବିଣ. (ମୃ ଧାତୁ+ଶୀଳାର୍ଥେ. ତବ୍ୟ) — ମରଣଶୀଳ — Liable to death
  • ସଂ. ବିଣ. (ମୃ ଧାତୁ+ଶୀଳାର୍ଥେ. ତବ୍ୟ) — ମରିବା ଯୋଗ୍ୟ — Deserving death
  • ସଂ. ବି. (+ଭାବ. ତବ୍ୟ) — ମରଣ; ମୃତ୍ୟୁ — Death