ମର୍କ Mark
- ପ୍ରାଦେ. (ସମ୍ବଲପୁର, ଗଡ଼ଜାତ, ଗଞ୍ଜାମ)—ବି — ସଂ. ମରକ; ତୁଳ ହି. ମରଗୀ=ସଂକ୍ରାମକ ଓ ମାରାତ୍ମକ ରୋଗ—ହଇଜା ରୋଗ — Cholera
- ସଂ. ବି—(ମର୍କ ଧାତୁ+କର୍ତ୍ତୃ. ଅ) — ବାୟୁ (ହି. ଶ) — Air
- ସଂ. ବି—(ମର୍କ ଧାତୁ+କର୍ତ୍ତୃ. ଅ) — ମାକଡ଼ (ହି. ଶ) — Monkey
- ସଂ. ବି—(ମର୍କ ଧାତୁ+କର୍ତ୍ତୃ. ଅ) — ଦେହ (ହି. ଶ) — Body
- ସଂ. ବି—(ମର୍କ ଧାତୁ+କର୍ତ୍ତୃ. ଅ) — ଶୁକ୍ରାଚାର୍ଯ୍ଯଙ୍କ ଏକ ପୁତ୍ରର ନାମ (ହି. ଶ) — Name of a son of Ṡukrāchārj̄yā