ମର୍କଟ ରାଜ Markṭa rāja

  • ସଂ. ବି—( 6 ଷ୍ଠୀ ତତ୍ ବା 7 ମୀ ତତ୍) — ମର୍କଟମାନଙ୍କ ରାଜା — A king of monkeys
  • ସଂ. ବି—( 6 ଷ୍ଠୀ ତତ୍ ବା 7 ମୀ ତତ୍) — ସୁଗ୍ରୀବ — Sugrība
  • ସଂ. ବି—( 6 ଷ୍ଠୀ ତତ୍ ବା 7 ମୀ ତତ୍) — ବାଳି — Bāḻi
  • ସଂ. ବି—( 6 ଷ୍ଠୀ ତତ୍ ବା 7 ମୀ ତତ୍) — ହନୁମାନ୍ — Hanumān