ମରୁଦେଶ Marudeṡa

  • ସଂ. ବି — ମରୁମୟ ପ୍ରଦେଶ — A tract of desert; a desert country
  • ସଂ. ବି — ରାଜପୁତନା ଅନ୍ତର୍ଗତ ମରୁମୟ ମାରବାର୍ ପ୍ରଦେଶ — The country of Marwar in Rajputana