ମରୁତ୍ୱାନ୍ Marutwān
- ସଂ. ବି (ମରୁତ୍+ବତ୍; 1 ମ. 1 ବ) — ଇନ୍ଦ୍ର — Indra
- ସଂ. ବି (ମରୁତ୍+ବତ୍; 1 ମ. 1 ବ) — ବୀର ହନୁମାନ୍ — The great Hanumān
- ସଂ. ବି (ମରୁତ୍+ବତ୍; 1 ମ. 1 ବ) — ସମୁଦ୍ର — The ocean
- ସଂ. ବି (ମରୁତ୍+ବତ୍; 1 ମ. 1 ବ) — ମେଘ — The clouds
- ସଂ. ବି (ମରୁତ୍+ବତ୍; 1 ମ. 1 ବ) — ମହାଭାରତୋକ୍ତ ଦେବତାଙ୍କ ଗଣ ବିଶେଷ — A class of mythological Deities