ମରୀଚିକା Marīchikā

  • ସଂ. ବି (ମରୀଚି=କିରଣ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ମୃଗତୃଷ୍ଣା (ଦେଖ) — Mṛugatṛushṇā (See)
  • ସଂ. ବି (ମରୀଚି=କିରଣ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — କିରଣ — Ray