ମରୀଚି ମାଳୀ Marīchi māḻī

  • ସଂ. ବିଣ. ପୁଂ (ମରୀଚି+ମାଳା+ଇନ୍; 1 ମା. 1 ବ) — ରଶ୍ମିଯୁକ୍ତ; କିରଣମାଳାବିଶିଷ୍ଟ — Having rays; radiant
  • ସଂ. ବି — ସୂର୍ଯ୍ୟ; ଅଂଶୁମାଳୀ — The sun