ମରିଚପତ୍ରକ Maricha patraka

  • ସଂ. ବି (ମରିଚ+ପତ୍ର+କ) — ଏକପ୍ରକାର ଶାଳଗଛ — A kind of Shoria Robusta (tree)
  • ସଂ. ବି (ମରିଚ+ପତ୍ର+କ) — [ଦ୍ର—ବୈଦ୍ୟକମତରେ ଏହା କଫ, ପାଣ୍ଡୁ, କର୍ଣ୍ଣରୋଗ, ପ୍ରମେହ, କୁଷ୍ଠ, ବିଷ ଓ ବ୍ରଣନାଶକ— ଦ୍ରବ୍ଯଗୁଣ।]