ମରାଳ ଗମନା Marāḻa gamanā

  • ସଂ. ବି. ସ୍ତ୍ରୀ (ବହୁବ୍ରୀହି) — ରାଜହଂସ ପରି ଧୀର ମନୋହର ଗତିବିଶିଷ୍ଟା (ନାରୀ) — (a woman) Walking with measured and slow steps like the swan
  • ସଂ. ବି. ସ୍ତ୍ରୀ (ବହୁବ୍ରୀହି) — [ଦ୍ର—ଧୀରଗତିବିଶିଷ୍ଟ ପୁରୁଷମାନଙ୍କର ଚାଲିକୁ ମରାଳର ଚାଲି ସଙ୍ଗେ କବିମାନେ ତୁଳନା କରିବାର ଦେଖା ଶୁଣା ନାହିଁ ବୋଲି ଏହି ଶବ୍ଦର ପୁଂଲିଙ୍ଗ ଆକାର ଏଠାରେ ଦିଆ ଗଲା ନାହିଁ।]