ମରା ହଣା Marā haṇā

  • ଦେ. ବି — ଲୋକଙ୍କୁ ମାରିବା ଓ ହାଣିବା କ୍ରିୟା; ମାର ହାଣ; ହାଣ କାଟ — Killing and cutting of men
  • ଦେ. ବି — ଭୀଷଣ ଯୁଦ୍ଧ — Fierce battle
  • ଦେ. ବି — ଜମିକୁ କୋଡ଼ି ଓ ତାଙ୍କ ଦ୍ୱାରା ଖୋଳା ଖୋଳି କରି ସମତୁଲ କରିବା; ଜମିରେ କୋଡ଼ି ମାରିବା ଓ କାଙ୍କରେ ହାଣିବା — Act of levelling the ground by means of spade and pickaxe etc