ମରା Marā

  • ଦେ. ବି (ସଂ. ମୃ. ଧାତୁରୁ ମରଣ) — ମରିବା; ମୃତ୍ୟୁ; ମରଣ — Dying; death
  • ଦେ. ବି (ସଂ. ମୃ. ଧାତୁରୁ ମରଣ) — ମଡ଼ା; ଶବ — Corps
  • ଦେ. ବି (ସଂ. ମୃ. ଧାତୁରୁ ମରଣ) — (ଅନ୍ଯ ଶବ୍ଦ ସଙ୍ଗେ ପ୍ରଯୁକ୍ତ ହେଲେ ଯଥା—ବାଣମରା' ଚଢ଼େଇମରା; ବନ୍ଧୁକମରା; ଉକୁଣୀମରା)—ମାରିବା — Killing; discharging
  • ଦେ. ବି (ସଂ. ମୃ. ଧାତୁରୁ ମରଣ) — [ମାରିବାର ଭିନ୍ନ ଭିନ୍ନ ଅର୍ଥ ଦେଖ]
  • ଦେ. ବିଣ — (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହେଲେ ଯଥା—ଚଢ଼େଇମରା ଲୋକ) ଯେ ମାରେ — Killing; destroying
  • ଦେ. ବିଣ — ମୃତ; ମରିଥିବା; ମଲା — Dead
  • ଦେ. ବିଣ — ଯେ ମରାଏ; ଯେ ଅନ୍ୟଦ୍ୱାରା ହତ୍ୟା କରାଏ — Causing the death of others
  • ଦେ. ବିଣ — (ଯଥା—ବଉଁଶମରା ଡାହୁକ।)
  • ଦେ. ବିଣ — [ଦ୍ର—ମରା ଶବ୍ଦ ନାନା ଅର୍ଥରେ ନାନା ଶବ୍ଦ ସଙ୍ଗେ ବ୍ଯବହୃତ ହୁଏ ଯଥା—ଦରମରା, ଖରମରା, ଉକୁଣି ମରା, ଜୀବନମରା, ବଉଁଶମରା, ଘିଅମରା, ଧୂଳିମରା, ବନ୍ଧୁକ ମରା, ବାଣମରା।]