ମରାଇବା Marāibā

  • ଦେ. କ୍ରି:—(ସଂ. ମୃ ଧାତୁ ଣିଜନ୍ତି ମାରି ଧାତୁ) — ମାରିବା କ୍ରିୟାର ଣିଜନ୍ତ ରୂପ—(ମାରିବା କ୍ରିୟାରେ ଭିନ୍ନ ଭିନ୍ନ ଅର୍ଥ ଦେଖ) — Causative of Māribā (See)
  • ଦେ. କ୍ରି:—(ସଂ. ମୃ ଧାତୁ ଣିଜନ୍ତି ମାରି ଧାତୁ) — [ଉ—ଶ୍ରୀକୃଷ୍ଣଙ୍କ ନାତି ଭୀମାର୍ଜୁନ ବଳ, ସକାଶୁଁ ମରାଇଲେ ମଗଧ ଶିଶୁପାଳ। କୃଷ୍ଣସିଂହ. ମହାଭାରତ. ଆଦି।]
  • ଦେ. କ୍ରି:—(ସଂ. ମୃ ଧାତୁ ଣିଜନ୍ତି ମାରି ଧାତୁ) — ମରିବା କ୍ରିୟାର ଣିଜନ୍ତରୂପ — Causative of the verb Maribā (See)
  • ଦେ. କ୍ରି:—(ସଂ. ମୃ ଧାତୁ ଣିଜନ୍ତି ମାରି ଧାତୁ) — (ଗ୍ରାମ୍ୟ ଅଶ୍ଳୀଳ; ଗାଳିରେ ବ୍ଯବହୃତ) (ସ୍ତ୍ରୀ ପକ୍ଷରେ) ପୁରୁଷ କାମବୃତ୍ତ ଚରିତାର୍ଥ କରାଇବା — To let oneself be cohabited by another (said of a female)
  • ଦେ. କ୍ରି:—(ସଂ. ମୃ ଧାତୁ ଣିଜନ୍ତି ମାରି ଧାତୁ) — (ଗ୍ରାମ୍ୟ, ଅଶ୍ଳୀଳ; ଗାଳିରେ ବ୍ଯବହୃତ) (ପୁରୁଷ ପକ୍ଷରେ) ଗୁଦାମୈଥୁନ ଦ୍ୱାରା ଅନ୍ଯ ପୁରୁଷର କାମବୃତ୍ତି ଚରିତାର୍ଥ କରାଇବା — 3. To let another commit unnatural sexuality on oneself (said of a male)