ମରହଟ୍ଟା Marahaṭṭā
- ଦେ. ବି (ସଂ. ମହାରାଷ୍ଟ୍ର) — ମହାରାଷ୍ଟ୍ର ଜାତି — The Marhatta race (an Aryan tribe of India
- ଦେ. ବି (ସଂ. ମହାରାଷ୍ଟ୍ର) — [ଦ୍ର—ଏ ମହାରାଷ୍ଟ୍ର ଅଞ୍ଚଳବାସୀ ଜାତି। ଶିବାଜି ଏମାନଙ୍କର ପ୍ରଧାନ ନେତା ଥିଲେ। ମୋଗଲ— ମାନଙ୍କ ସମୟରେ ଏମାନେ ଓଡ଼ିଶାରେ ରାଜ୍ୟ ବିସ୍ତାର କରି ଥିଲେ ଓ 1803 ପୂର୍ବରୁ ଅର୍ଥାତ୍ ଇଂରାଜମାନେ ଓଡ଼ିଶା ଅଧିକାର କରିବା ପୂର୍ବରୁ ଓଡ଼ିଶା ଏମାନଙ୍କ ଅଧିକାରରେ ଥିଲା।] — [ଦ୍ର—ଏ ମହାରାଷ୍ଟ୍ର ଅଞ୍ଚଳବାସୀ ଜାତି ଶିବାଜି ଏମାନଙ୍କର ପ୍ରଧାନ ନେତା ଥିଲେ ମୋଗଲ— ମାନଙ୍କ ସମୟରେ ଏମାନେ ଓଡ଼ିଶାରେ ରାଜ୍ୟ ବିସ୍ତାର କରି ଥିଲେ ଓ1803ପୂର୍ବରୁ ଅର୍ଥାତ୍ ଇଂରାଜମାନେ ଓଡ଼ିଶା ଅଧିକାର କରିବା ପୂର୍ବରୁ ଓଡ଼ିଶା ଏମାନଙ୍କ ଅଧିକାରରେ ଥିଲା]
- ଦେ. ବି (ସଂ. ମହାରାଷ୍ଟ୍ର) — (ପୁଂ) ମହାରାଷ୍ଟ୍ର ଜାତୀୟ ପୁରୁଷ — A male belonging to the Marahatta nation
- ଦେ. ବିଣ — ମହାରାଷ୍ଟ୍ର ଜାତୀୟ — Belonging to the Marhatta nation
- ଦେ. ବିଣ — ମହାରାଷ୍ଟ୍ର ଦେଶୀୟ — Belonging to the Marhatta country