ମରସୁମୀ Marasumī
- ବୈଦେ. ବି (ଫା. ମୋସମ୍=ଋତୁ) — ମୌସୁମୀ; ମର୍ମୂସ୍; ଋତୁ — Weather; season
- ବୈଦେ. ବି (ଫା. ମୋସମ୍=ଋତୁ) — ସୁଯୋଗ — Suitable opportunity
- ବୈଦେ. ବିଣ — ଋତୁକାଳୀନ — Happening in a particular weather or reason; seasonable; monsoonic
- ବୈଦେ. ବିଣ — (ଯଥା—ମରସୁମୀ ବାୟୂ, ମରସୁମୀ ବୃଷ୍ଟି।)