ମରଯାଏଁ ଟି Marij̄āeñ ṭi
- ଦେ. ଅ (ବାକ୍ୟ, ଅବ୍ଯୟରୂପେ ବ୍ଯବହୃତ) — ମରି (ଦେଖ) — Mari (See)
- ଦେ. ଅ (ବାକ୍ୟ, ଅବ୍ଯୟରୂପେ ବ୍ଯବହୃତ) — (ରାଣ ପକାଇ କୌଣସି ବ୍ଯକ୍ତିକୁ ଅନୁରୋଧ କରିବାରେ ବ୍ଯବହୃତ) ମୋ ରାଣଟି! — (used in making a request by invoking one's own name)-(I request you) On my life!
- ଦେ. ଅ (ବାକ୍ୟ, ଅବ୍ଯୟରୂପେ ବ୍ଯବହୃତ) — [ଦ୍ର—ଏଥିର ତାତ୍ପର୍ଯ୍ଯ ଏହି କି, ଯେବେ ମୋ ଜୀବନ ପ୍ରତି ତୁମର ମାୟା ଥାଏ, ତେବେ ମୋ ଅନୁରୋଧ ରକ୍ଷା କର; ରକ୍ଷା ନ କଲେ ମୁଁ ମରିଯାଏଁ ଟି।]