ମରସିଆ Marasiā
- ବୈଦେ. ବି. (ଆ, ମରସିଆ) — କୌଣସି ମୃତ ବ୍ଯକ୍ତିର ଗୁଣ ଓ କୀର୍ତ୍ତି ଗାନ ଉଦ୍ଦେଶ୍ୟରେ ରଚିତ ଶୋକ— ସଙ୍ଗୀତ — Dirge; a funeral song
- ବୈଦେ. ବି. (ଆ, ମରସିଆ) — [ଦ୍ର—ଉର୍ଦ୍ଦୁ ଭାଷାରେ ଏହା ଅନେକ ସ୍ଥଳରେ ରଚିତ ହୁଏ; ଏହା ଶୁଣିବା ବ୍ଯକ୍ତିର ହୃଦୟରେ ଶୋକ ଉତ୍ପାଦନ କରେ। ମୁସଲମାନ୍ମାନଙ୍କର ମହରମ ସମୟରେ ଏ ଶ୍ରେଣୀର ସଙ୍ଗୀତମାନ ବହୁଶଃ ବୋଲାଯାଏ—ହି. ଶ]