ମରମେ ମରମେ Marame marame

  • ଦେ. କ୍ରି. ବିଣ — ଆପଣାର ହୃଦୟ ଭିତରେ; ହୃଦୟ ବା ମର୍ମ ସ୍ଥଳକୁ ଭେଦ କରିବା ପ୍ରକାରେ — In a manner penetrating the inmost recesses of one's heart
  • ଦେ. କ୍ରି. ବିଣ — ମଗମେ ମଗମେ; ଅତି ଗୁପ୍ତ ଭାବରେ — Very secretly; mysteriously
  • ଦେ. କ୍ରି. ବିଣ — ଶିରାରେ ଶିରାରେ; ଶିରା ପ୍ରଶିରାରେ; ଦେହର ସମସ୍ତ ଅଂଶରେ — Throughout the whole body or system