ମରମକୁ କାଟିବା Maramaku kāṭibā

  • ଦେ. କ୍ରି — (କୌଣସି ବିଷୟ) କୌଣସି ବ୍ଯକ୍ତିର ହୃଦୟରେ ବ୍ଯଥା ଜନ୍ମାଇବା; ହୃଦୟରେ ବେଦନା ଦେବା — To cut a person to the quick; to wound a person's sensitiveness (said of words or acts.)