ମରମ ଘାତୀ Marama ghātī

  • ଦେ. ବିଣ — (ସଂ. ମର୍ମଘାତୀ) ହୃଦୟରେ ବେଦନା ଦେବା (ବ୍ଯକ୍ତି ବା ବିଷୟ) — Causing pain to the heart; hertrending
  • ଦେ. ବିଣ — [ଉ—ଯେହୁ ମରମଘାତୀ କଥାକୁ କରଇ, ବୁଝିଲେଟି ପାପିଙ୍କ ଅଗ୍ରଣୀଟି ସେହି। କୃଷ୍ଣସିଂହ. ମହାଭାରତ ସଭା।]