ମରମ କୁହା Marama khuā

  • ଦେ. ବିଣ. ପୁଂ—(ମର୍ମ କଥକ) — ଯେ ଅନ୍ଯ ବ୍ଯକ୍ତିର ମର୍ମ କଥା କହି ତା ମନରେ ମର୍ମବେଦନା ଜାତ କରାଏ; ମର୍ମଘାତୀ — Wounding the feelings of others by speaking out their secrets