ମରମ କଥା Marama kathā
- ଦେ. ବି (ସଂ. ମର୍ମ କଥା) — କୌଣସି ବ୍ଯକ୍ତିର ଗୁପ୍ତ କଥା — The secrets of a person
- ଦେ. ବି (ସଂ. ମର୍ମ କଥା) — ହୃଦୟର ଭାବ ପ୍ରକାଶକ ବାକ୍ୟ; ମନର କଥା — Words expressing one's desire of the heart
- ଦେ. ବି (ସଂ. ମର୍ମ କଥା) — ଯେଉଁ କଥା କହିଲେ ଲୋକର ହୃଦୟରେ କଷ୍ଟ ହୁଏ; ମର୍ମଭେଦୀ ବାକ୍ୟ — Words which hurt a person to the quick